Sale!

Odia Story Collection Book Raja – ଗଳ୍ପ ସଂକଳନ ରଜ

(1 customer review)

Original price was: ₹49.00.Current price is: ₹19.00.

ରଜ ସଂକ୍ରାନ୍ତି ଅବସରରେ ଶୁଭପଲ୍ଲବ ଭେଟି ଦେଇଛି ଏହାର ପ୍ରଥମ ଗଳ୍ପ-ସଂକଳନ । ବିଭିନ୍ନ ଧରଣର କଥାବସ୍ତୁ ଉପରେ ଆଧାରିତ କାହାଣୀକୁ ରଚନା କରିଛନ୍ତି କିଛି ନୂତନ ଓ ପୁରାତନ ଲେଖକଲେଖିକାଗଣ ।

On this Raja Sankranti, Shubhapallaba has published its 1st story collection book, Raja. Buy it and enjoy all the different stories.

Add to Wishlist
Add to Wishlist
SKU: SB002 Category:

Description

ରଜ ସଂକ୍ରାନ୍ତି ଅବସରରେ ଶୁଭପଲ୍ଲବ ଭେଟି ଦେଇଛି ଏହାର ପ୍ରଥମ ଗଳ୍ପ-ସଂକଳନ । ବିଭିନ୍ନ ଧରଣର କଥାବସ୍ତୁ ଉପରେ ଆଧାରିତ କାହାଣୀକୁ ରଚନା କରିଛନ୍ତି କିଛି ନୂତନ ଓ ପୁରାତନ ଲେଖକଲେଖିକାଗଣ ।

On this Raja Sankranti, Shubhapallaba has published its 1st Odia story Book, Raja, which is a collection of stories by different authors in various fields. Buy it and enjoy all the different stories.

Now, you can buy our Odia books online from this store, and also you could download Odia eBook for free of cost. Previously Shubhapallaba Publication has published its 1st book, Atasi Kusuma on Pana Sankranti.

Odia Story Books on the Store

  • Nalichuda (coming soon)
  • Atasi Kusuma

Odia Story Collectin book- Raja

ଗଳ୍ପଗୁଡ଼ିକର ତାଲିକା

  1. ରଜ ମଉଜ (ଶୁଭଲକ୍ଷ୍ମୀ ଦାସ)
  2. ନିରୁତା ପ୍ରେମର ଗପ (ସୋନାଲି ସୁଚରିତା)
  3. ପାରିଜାତ (ଆଭା ପ୍ରଧାନ)
  4. ପାସ୍ପୋର୍ଟ୍ ସାଇଜ୍ ଫଟୋ (ଡ. ଜୟପ୍ରକାଶ ପରିଡ଼ା)
  5. ପଣା (ସତ୍ୟବ୍ରତ ପରିଡ଼ା)
  6. କଳାଜାଇ (ସ୍ୱରୂପ କୁମାର ନାୟକ)
  7. କରୁଣା (ଡ. ଶ୍ରଦ୍ଧାଞ୍ଜଳୀ ପଣ୍ଡା)
  8. ଥାଙ୍କ ୟୁ କାର୍ଡ଼ (ସୌମ୍ୟାଶ୍ରୀ ତ୍ରିପାଠୀ)
  9. ଭଗବାନ ତମେ ବି ଭୁଲ (ସୁଶ୍ରୀ ସଂଗୀତା ପ୍ରିୟଦର୍ଶିନୀ)
  10. ରାଜା ରାଣୀ (ରମେଶ ଚନ୍ଦ୍ର ପାଲ୍)
  11. ଯୌବନ (ସଂଗୀତା ଦାସ)
  12. ତିନି ଟଙ୍କା ପଚାଶ ପଇସା (ଲକ୍ଷ୍ମୀ କାନ୍ତ ବେହେରା)
  13. ଜୀଇଁବାର ରହସ୍ୟ (ରାଜଶ୍ରୀ ସ୍ୱାଇଁ)
  14. ଅଧୁରା ବୋହୂ (ତାରାରାଣୀ ନାୟକ)
  15. ସ୍ମୃତିରେ ପ୍ରତାରଣାର ରଙ୍ଗ (ନିବେଦିତା ମହାପାତ୍ର)

1 review for Odia Story Collection Book Raja – ଗଳ୍ପ ସଂକଳନ ରଜ

  1. Sushree Sangita Sethy

    ବହୁତ ସୁନ୍ଦର ହେଇଛି ଗପଗୁଡ଼ିକ ।

Only logged in customers who have purchased this product may leave a review.