Hadabaii (ହାଡ଼ବାଈ) – ପ୍ରଥମ ଅଧ୍ୟାୟ (କଳି) – Triology

299.00

Kali (Odia: କଳି) is the 1st Odia trilogy based on mythological legends of Odisha penned by Dr. Abhisek Tripathy. Here is the 1st part Hadabaii (ହାଡ଼ବାଈ).

Add to Wishlist
Add to Wishlist
SKU: SB2602 Category: Tag: Brand:

Description

Kali (Odia: କଳି), the first chapter of the trilogy Hadabai (ହାଡ଼ବାଈ), is a mythological horror novel based on a legend from the rural heartlands of Odisha. It is a folklore that has remained unknown, unheard, and unwritten—until now. This marks the first-ever trilogy book in Odia literature.

The jungle! As beautiful as it appears by day, it is equally terrifying by night. Here, the fear of death lurks at every step; one moment it is the menace of wild animals, and the next, it is the rampage of unknown, mysterious spirits. Within the dense forests of Odisha, countless great powers, stories, and legends have lain dormant for years. But sometimes, due to an unexpected glitch in the cycle of time, if they are awakened through blood rituals… then… the carnage begins… the dance of death.

Are you prepared for this mysterious, spine-chilling, and dreadful journey through time?

କଳି, ଟ୍ରାଇଓଲୋଜିର ପ୍ରଥମ ଅଧ୍ୟାୟ ହାଡ଼ବାଈ ଏକ ପୌରାଣିକ ଭୌତିକ ଉପନ୍ୟାସ I ଆମ ଓଡ଼ିଶାର ଗ୍ରାମୀଣ ଅଞ୍ଚଳର ଏକ କିମ୍ବଦନ୍ତୀ ଉପରେ ଏହି ଉପନ୍ୟାସ ପର୍ଯ୍ୟବେସିତ I ଏଯାଏ ଅଜଣା, ଏଯାଏ ଅଶୁଣା, ଏଯାଏ ଅଲେଖା ଏକ ଲୋକକଥା I ଏହା ଓଡ଼ିଶାର ପ୍ରଥମ ଟ୍ରାଇଓଲୋଜି ପୁସ୍ତକ I

ଜଙ୍ଗଲ ! ଦିନରେ ଯେତିକି ସୁନ୍ଦର ରାତିରେ ସେତିକି ଭୟଙ୍କର I ଏଠି ପାଦେ ପାଦେ ମୃତ୍ୟୁର ଭୟ I କେତେବେଳେ ହିଂସ୍ର ଜନ୍ତୁଙ୍କ ଉପଦ୍ରବ ତ ପୁଣି କେତେବେଳେ କିଛି ଅଜଣା ଅଶୁଣା ଅଶରୀରୀଙ୍କ ତାଣ୍ଡବ I ଓଡ଼ିଶାର ଘଞ୍ଚ ଜଙ୍ଗଲ ଭିତରେ କାହିଁ କେତେବର୍ଷରୁ ସୁପ୍ତ ଭାବେ ଲୁଚି ରହିଛି କେତେ ଯେ ମହାଶକ୍ତି, କେତେ ଯେ କାହାଣୀ, କେତେ ଯେ କିମ୍ବଦନ୍ତୀ I ହେଲେ ବେଳେବେଳେ କାଳତନ୍ତ୍ରର ଅପ୍ରତ୍ୟାଶିତ ବ୍ୟତିକ୍ରମ ହେତୁ ରକ୍ତତନ୍ତ୍ରରେ ଅଭିମନ୍ତ୍ରିତ ହେଇ ଯଦି ସେମାନେ ଜାଗ୍ରତ ହେଇ ଉଠନ୍ତି… ତେବେ…ଆରମ୍ଭ ହେଇଯାଏ ତାଣ୍ଡବ… ମୃତ୍ୟୁର ତାଣ୍ଡବ I

କାଳର ସେହି ରହସ୍ୟ ରୋମାଞ୍ଚଭରା କରାଳ ଯାତ୍ରା ପାଇଁ ପ୍ରସ୍ତୁତ ତ !!!

Additional information

Weight0.25 kg
Dimensions22 × 13 × 1.5 cm

Reviews

There are no reviews yet.

Only logged in customers who have purchased this product may leave a review.